ଛେନା ଗଜାa pw.so tChatu
ଛେନାଗଜା ଛେନାଗଜା ଆରମ୍ଭ ଅଲଗା ନାଆଁ ଛେନାଗଜା ମୂଳ ଜାଗା ଓଡ଼ିଶା ଅଞ୍ଚଳ ଓଡ଼ିଶା ଖାଇବାର ସବିଶେଷ ମୂଳ ଉପାଦାନ ଛେନା, ଚିନି, ସୁଜି ଛେନାଗଜା ଛେନା ଓ ଚିନି, ସୁଜି (ସେମୋଲିନା)ରୁ ତିଆରି ଏକ ଓଡ଼ିଆ ମିଠା । ଏହା ଛେନା ଓ ଚିନି, ସୁଜିକୁ ମିଶାଇ ଲମ୍ବାଳିଆ ଆକାରର ଗଜା ତିଆରି ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଇଥାଏ । ଭୁବନେଶ୍ୱର ନିକଟରେ ଥିବା ପାହାଳରେ ଭଲ କିସମର ଛେନାଗଜା ମିଳିଥାଏ । [୧] ପାହାଳର ଛେନାଗଜା ଉପାଦାନ [ ସମ୍ପାଦନା ] ଛେନା ଚିନି ସୁଜି (ସେମୋଲିନା) ଆଧାର [ ସମ୍ପାଦନା ] ↑ "The Sweet Bypass On NH5". UpperCrust . ବାହାର ଲିଙ୍କ [ ସମ୍ପାଦନା ] v t e ଓଡ଼ିଆ ଖାଦ୍ୟ · ଚାଉଳ ତିଆରି ଭାତ କାନିକା ଖେଚେଡ଼ି ପଖାଳ ପଲଉ ପଞ୍ଚ ପଲଉ ଡାଲି ତିଆରି ଡାଲି ପଞ୍ଚ ଡାଲି ଡାଲମା ଡାଲିବରା ତରକାରୀ ନିରାମିଷ ଆଳୁ ଭଜା ଆଳୁ ଦମ ଆଳୁ ଫୁଲକୋବି ଭଜା ଆଳୁ ପୋଟଳ ରସା ବେସର ବଡ଼ି ଚୁରା ଶାଗ ଚଡ଼ ଚଡ଼ି ଚେଞ୍ଚେଡ଼ା ଦହି ବାଇଗଣ ଘାଣ୍ଟ ଘୁଗୁନି କଦଳୀ ଭଣ୍ଡା ରାଇ କଖାରୁ ଫୁଲ ଭଜା ଖଟା ସନ୍ତୁଳା ପତୁଆ ପୋସ୍ତ ତରକାରୀ ପଣସ କଠା ତରକାରୀ ଜହ୍ନି ଚୋପା ଚଟଣୀ ବନ୍ଧା କୋବି ଚଟଣୀ ଆମିଷ ଚିଙ୍ଗୁଡ଼ି ମଲାଇ ଚିଙ୍ଗୁଡ଼ି ଝୋଳ କଙ୍କଡ଼ା ଝୋଳ ମାଛ ଝୋଳ ମାଛ ଭଜା ମାଛ ବେସର ମାଛ ଘାଣ...