ଅରୁଣ ମହାନ୍ତିXSste_Kk
ଇଂରାଜୀ ଲିଙ୍କ 
https://or.wikipedia.org/wiki/Arun_Mohanty
ଅରୁଣ ମହାନ୍ତି | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ଅରୁଣ ମହାନ୍ତି ଓଡ଼ିଶା, ଭାରତ |
| ଜୀବିକା |
|
| କାର୍ଯ୍ୟକାଳ | ୧୯୮୮ରୁ-ଏବେଯାଏଁ |
ଅରୁଣ ମହାନ୍ତି, ଜଣେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ[୧], କାହାଣୀକାର, ଚିତ୍ରନାଟ୍ୟ ଲେଖକ, ସଂଳାପକାର, ଗୀତିକାର ଏବଂ ସଙ୍ଗୀତକାର ।[୨] ସେ ୧୯୮୮ ମସିହାରେ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୩][୪] ଏହାପରେ ସେ ଘର ମୋର ସ୍ୱର୍ଗ, ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର, କଥା କହିବ ମୋ ମଥା ସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନା ସଂସାର, ପ୍ରେମ ସବୁଠୁ ବଳବାନ ଆଦି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।[୫][୬][୭]
ବିଷୟସୂଚୀ
- ୧ ପ୍ରାରମ୍ଭିକ ଜୀବନ
- ୨ କଥାଚିତ୍ର ଜୀବନ
- ୨.୧ ନିର୍ଦ୍ଦେଶନା
- ୨.୨ ପ୍ରଯୋଜନା
- ୨.୩ ସଙ୍ଗୀତ ନିର୍ଦ୍ଦେଶନା
- ୨.୪ ଗୀତିକାର
- ୨.୫ କାହାଣୀ
- ୩ ଆଧାର
- ୪ ବାହାର ଆଧାର
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
କଥାଚିତ୍ର ଜୀବନ[ସମ୍ପାଦନା]
ଅରୁଣ ୧୯୮୮ ମସିହରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର କନ୍ୟାଦାନର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ଗୀତ[୮], ସଙ୍ଗୀତ ନିର୍ଦ୍ଦେଶନା ସହ ପ୍ରଯୋଜନା ମଧ୍ୟ ସେ ନିଜେ କରିଥିଲେ ।
ନିର୍ଦ୍ଦେଶନା[ସମ୍ପାଦନା]
| ବର୍ଷ | ଚଳଚ୍ଚିତ୍ର |
|---|---|
| ୧୯୮୮ | କନ୍ୟାଦାନ |
| ୧୯୯୨ | ଘର ମୋର ସ୍ୱର୍ଗ |
| ୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
| ୧୯୯୮ | ଏଇ ସଂଘର୍ଷ |
| ୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
| ୨୦୧୩ | ପ୍ରେମ ସବୁଠୁ ବଳବାନ |
ପ୍ରଯୋଜନା[ସମ୍ପାଦନା]
| ବର୍ଷ | ଚଳଚ୍ଚିତ୍ର |
|---|---|
| ୧୯୮୮ | କନ୍ୟାଦାନ |
| ୧୯୯୨ | ଘର ମୋର ସ୍ୱର୍ଗ |
| ୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]
| ବର୍ଷ | ଚଳଚ୍ଚିତ୍ର |
|---|---|
| ୧୯୮୮ | କନ୍ୟାଦାନ |
| ୧୯୯୨ | ଘର ମୋର ସ୍ୱର୍ଗ |
| ୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
| ୧୯୯୯ | ରାକ୍ଷୀ ଭିଜିଗଲା ଆଖି ଲୁହରେ |
| ୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
| ୨୦୧୩ | ପ୍ରେମ ସବୁଠୁ ବଳବାନ |
ଗୀତିକାର[ସମ୍ପାଦନା]
| ବର୍ଷ | ଚଳଚ୍ଚିତ୍ର |
|---|---|
| ୧୯୮୮ | କନ୍ୟାଦାନ |
| ୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
| ୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
କାହାଣୀ[ସମ୍ପାଦନା]
| ବର୍ଷ | ଚଳଚ୍ଚିତ୍ର |
|---|---|
| ୧୯୮୮ | କନ୍ୟାଦାନ |
| ୧୯୯୨ | ଘର ମୋର ସ୍ୱର୍ଗ |
| ୧୯୯୬ | ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର |
| ୧୯୯୯ | ପୁଅ ଭାଙ୍ଗିଦେଲା ସୁନା ସଂସାର |
| ୧୯୯୯ | କଥା କହିବ ମୋ ମଥା ସିନ୍ଦୂର |
| ୨୦୧୩ | ପ୍ରେମ ସବୁଠୁ ବଳବାନ |
ଆଧାର[ସମ୍ପାଦନା]
- ↑ Behera, Naresh Kumar. "Famous Film Directors and Actors from Odisha". Orissa Spider. Retrieved 30 August 2017.
- ↑ "ଅରିନ୍ଦମ୍ ଅଧାରୁ ଛାଡିଥିଲେ ଏହି ସିନେମା!". ସମ୍ବାଦ. 21 July 2017. Retrieved 30 August 2017.
- ↑ "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
- ↑ "ଅରିନ୍ଦମ୍ - ବର୍ଷା ପ୍ରିୟଦର୍ଶିନୀ ଯୋଡିର ପ୍ରଥମ ସିନେମା ହୋଇଥାନ୍ତା ଏହି ସିନେମା!". ସମ୍ବାଦ. 29 August 2017. Retrieved 30 August 2017.
- ↑ "Arun Mohanty Archieve". Incredible Orissa. Retrieved 30 August 2017.
- ↑ "A List of Oriya Films". OrissaCineama.com. Retrieved 30 August 2017.
- ↑ "ମହାନାୟକ ହେଲେ, ' ହିରୋ' ହେଲେନି ଅନୁଭବ". ସମ୍ବାଦ. 15 June 2017. Retrieved 30 August 2017.
- ↑ "Lyricist : Arun Mohanty". Odia Music. Retrieved 30 August 2017.
ବାହାର ଆଧାର[ସମ୍ପାଦନା]
ଅରୁଣ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)